Buy books written by Gourahari Das Available at Bookswagon
Gourahari Das

Gourahari Dasଗଳ୍ପ, ଉପନ୍ୟାସ ଏବଂ ଜଳଛବି ରଚନା କ୍ଷେତ୍ରରେ ଅସାମାନ୍ୟ ପ୍ରସିଦ୍ଧି ଅର୍ଜନ କରିଥିବା ଗୌରହରି ଦାସ (୧୯୬୦) ମଧ୍ୟ ଜଣେ ଯଶସ୍ୱୀ ନାଟ୍ୟକାର । ତାଙ୍କର ପ୍ରଥମ ନାଟକ "ଅପରାଧ' ୨୦୦୦ ମସିହାରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନୂଆ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏାପରେ ତାଙ୍କର "ଆମ ଘର ନକ୍]ସା' ୨୦୨୧ରେ ପ୍ରକାଶିତ ହୋଇଥିଲା । ତାଙ୍କ ଲିଖିତ "ଆସାମୀ', "ମାୟା' ଏବଂ "ନୂଆ ଠିକଣା' ତିନିଟି ନାଟକ ଏହି ସଂକଳନରେ ସ୍ଥାନିତ ହୋଇଅଛି । ଏତଦ୍ ଭିନ୍ନ ଗୌରହରି ଦାସଙ୍କ କାହାଣୀ ଆଧାରିତ "ଅହଲ୍ୟାର ବାହାଘର', "ଫୁଲନୋଳ', "ଆମ୍ଭେ ସବୁ ଶ୍ୱାନପାଳ', "ଶିକୁଳି' ପ୍ରଭୃତି ବହୁ ନାଟକ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ବିଭିନ୍ନ ମଞ୍ଚରେ ମଞ୍ଚସ୍ଥ ହୋଇଅଛି । ସେହିପରି "ଘର', "ଛୁଆ ବାଆଜି', "ଖୋଳପା', "ହସ୍ତାକ୍ଷର' ପ୍ରଭୃତି ଟେଲିଭିଜନ୍ ସିରିଆଲ୍ ଓ ଟେଲି-ସିନେମା ଭାବରେ ପ୍ରସାରିତ ହୋଇଅଛି । ୨୦୨୨ରେ ଇଣ୍ଡିଆନ୍ ପାନୋରମାରେ ସ୍ଥାନୀତ ଏବଂ ବିଭିନ୍ନ ସ୍ୱଦେଶୀ-ବିଦେଶୀ ପୁରସ୍କାର ଲାଭ କରିଥିବା ଓଡ଼ିଆ ଫିଲ୍ମ "ପ୍ରତୀକ୍ଷା' ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ "ବାପା' ଉପରେ ଆଧାରିତ ।ଗୌରହରି ଦାସ ଜାତୀୟ ଏବଂ ରାଜ୍ୟସ୍ତରରେ ବହୁ ପୁରସ୍କାର ଲାଭ କରିଛନ୍ତି । ତା ମଧ୍ୟରୁ କେତୋଟି ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଏବଂ ଉତ୍କଳ ସାହିତ୍ୟ ସମାଜ ପୁରସ୍କାର । ତାଙ୍କ ସାହିତ୍ୟର ବିଶେଷତ୍ୱ ହେଲା, ସକଳ ଅନ୍ଧାର ଭିତରେ ଏହା ଆସ୍ଥାର ଆଲୋକ ଦେଖାଇଥାଏ । Read More Read Less

19 results found
List viewGrid view
Sort By:
1.
The Labyrinth
Publisher: Niyogi Books
No Review Yet
AED33
Binding:
Paperback
Release:
02 Dec 2024
Language:
English
Available
Ships within 4-6 Days Explain..
2.
Kanta O Anyanya Galpa
Publisher: Black Eagle Books
No Review Yet
AED75
Binding:
Paperback
Release:
16 Nov 2022
Language:
Oriya
International Edition
Ships within 12-14 Days Explain..
3.
Eithu Arambha
Publisher: Black Eagle Books
No Review Yet
AED67
Binding:
Paperback
Release:
08 Feb 2021
Language:
Oriya
International Edition
Ships within 12-14 Days Explain..
4.
Chitra Pratima
Publisher: Black Eagle Books
No Review Yet
AED73
Binding:
Paperback
Release:
15 Apr 2025
Language:
Hindi
International Edition
Ships within 12-14 Days Explain..
5.
Ama Samayara Kahani
Publisher: Black Eagle Books
No Review Yet
AED82
Binding:
Paperback
Release:
12 Oct 2023
Language:
Oriya
International Edition
Ships within 12-14 Days Explain..
6.
Bidesha O Anyanya Galpa
Publisher: Black Eagle Books
No Review Yet
AED88
Binding:
Paperback
Release:
15 Jun 2019
Language:
Oriya
International Edition
Ships within 12-14 Days Explain..
7.
Chhayasoudhara Abashesha
Publisher: Black Eagle Books
No Review Yet
AED74
Binding:
Paperback
Release:
08 Feb 2021
Language:
Oriya
International Edition
Ships within 12-14 Days Explain..
8.
Shades of Life
No Review Yet
AED10
Binding:
Paperback
Language:
English
Out of Stock
Notify me when this book is in stockNotify Me
9.
Little Monk and Other Stories
No Review Yet
AED10
Binding:
Paperback
Release:
11 Jan 2010
Language:
English
Out of Stock
Notify me when this book is in stockNotify Me
No more records found