Buy books written by Rupa Goswami Available at Bookswagon
Rupa Goswami

Rupa Goswamiରୂପ ଗୋସ୍ୱାମୀ (୧୪୮୯-୧୫୬୪)ଙ୍କର 'ହଂସଦୂତ' ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ରଚନା କରାଯାଇଥିଲା । 'ହଂସଦୂତ'ରେ ପ୍ରେମଲୀଳା ସଂବଧିତ ଏବଂ ଧାର୍ମିକ ପ୍ରେମର ସମିଶ୍ରଣ ସୃଷ୍ଟି ହୋଇଛି ଗୋଟିଏ କବିତା ସୃଷ୍ଟି କରିବା ପାଇଁ ଯାହା କୃଷ୍ଣଙ୍କ ପ୍ରେମରେ ଜାଜ୍ୱଲ୍ୟମାନ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରେଷ୍ଠ ବିଦ୍ାନ, ପରମ ଭକ୍ତ, ତ୍ୟାଗୀ, ଉଦାର-ହୃଦୟ-ମୁକୁଟମଣି ରୂପ ଗୋସ୍ୱାମୀଙ୍କର ପୂର୍ବପୁରୁଷ କର୍ଣ୍ଣାଟକରୁ ଆସି ପଶ୍ଚିମ ବଙ୍ଗରେ ବସବାସ କରିଥିଲେ । ରୂପ ଗୋସ୍ୱାମୀଙ୍କ ଜନ୍ମ ୧୪୮୯ ମସିହାରେ ନୌହାଟୀ ଗ୍ରାମରେ ହୁଏ । କିନ୍ତୁ ତାଙ୍କ ଜନ୍ମସ୍ଥାନକୁ ନେଇ ଅନ୍ୟ କେତେକ ଜୀବନୀକାରଙ୍କ ମତ ଯେ, ତାଙ୍କର ଜନ୍ମସ୍ଥାନ ଥିଲା ବକ୍]ଲା ଚନ୍ଦ୍ରଦ୍ୱୀପ କିମ୍ବା ଫତେୟାବାଦ ପ୍ରଗଣା, ଜେଶୋର, ପୂର୍ବବଙ୍ଗରେ (ଯାହା ବର୍ତ୍ତମାନ ବାଙ୍ଗ୍]ଲାଦେଶରେ ଅବସ୍ଥିତ) । ରୂପ ଗୋସ୍ୱାମୀଙ୍କ ପିତାଙ୍କ ନାମ ଥିଲା କୁମାର ଦେବ ଆଉ ମାତାଙ୍କ ନାମ ଥିଲା ରେବତୀ ଦେବୀ । କୁମାର ଦେବ କର୍ଣ୍ଣାଟକର ଜଗତ୍]ଗୁରୁ ବଂଶର ଥିଲେ । Read More Read Less

5 results found
List viewGrid view
Sort By:
1.
Hamsaduta
Publisher: Black Eagle Books
No Review Yet
AED74
Binding:
Paperback
Release:
14 Mar 2024
Language:
Oriya
International Edition
Ships within 12-14 Days Explain..
2.
Sri Upadesamrta
No Review Yet
AED44
Binding:
Paperback
Release:
01 Dec 1997
Language:
English
Out of Stock
Notify me when this book is in stockNotify Me
3.
Sri Sri Radha-Krishna-Ganoddesa-Dipika
Publisher: Lulu.com
No Review Yet
AED53
Binding:
Paperback
Release:
08 Mar 2018
Language:
English
Out of Stock
Notify me when this book is in stockNotify Me
4.
Sri Sri Radha-Krishna-Ganoddesa-Dipika
Publisher: Lulu.com
No Review Yet
AED33
Binding:
Digital (delivered electronically)
Release:
08 Mar 2018
Language:
English
Out of Stock
Notify me when this book is in stockNotify Me
5.
Innovation in Technologies
No Review Yet
AED227
Binding:
Hardback
Release:
30 Jan 2015
Language:
English
Out of Stock
Notify me when this book is in stockNotify Me
No more records found