Buy books written by Rebati Muduli Available at Bookswagon
close menu
Bookswagon
search
My Account

Refine your Search

Availability

Shipping Time

Source

Binding

Language

Publication Year

Rebati Muduli

Rebati Muduliସାମ୍ପ୍ରତିକ ଓଡ଼ିଆ ସମାଲୋଚନା ସାହିତ୍ୟ ଧାରାରେ ରେବତୀ ମୁଦୁଲି ଜଣେ ବିଶ୍ୱସ୍ତ ଉଚ୍ଚାରଣ । ରେବତୀ ମୁଦୁଲି କଟକ ଜିଲ୍ଲାର ପ୍ରାଚୀ ନଦୀ ନିକଟବର୍ତ୍ତୀ କଣ୍ଟାପଡ଼ା ଗ୍ରାମରେ ୧୯୮୦ ମସିହା ଫେବୃଆରୀ ୦୨ ତାରିଖରେ ଭୂମିଷ୍ଠ ହୋଇଥିଲେ । ବିଜୟରାମ ସ୍ମାରକୀ ସରକାରୀ ଉଚ୍ଚବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା, ଉଦୟନାଥସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟରୁ ଉଚ୍ଚ-ମାଧ୍ୟମିକ ତଥା ସ୍ନାତକ ଶିକ୍ଷା ସମାପ୍ତ କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଏବଂ କଳା ବିଭୂଷଣ (ପିଏଚ୍].ଡି.) ଡିଗ୍ରୀ ପ୍ରାପ୍ତ ହୋଇଛନ୍ତି । ଏସ୍].ଏସ୍].ବି. (ଷ୍ଟେଟ୍ ସିଲେକ୍]ସନ ବୋର୍ଡ) ଦ୍ୱାରା ମନୋନୀତ ହୋଇ ୨୦୧୬ ମସିହାରୁ ଜଗତ୍]ସିଂହପୁର ଜିଲ୍ଲା ଅନ୍ତର୍ଗତ ଅଳକା ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଛନ୍ତି । ସାହିତ୍ୟକୁ ଶ୍ରଦ୍ଧା କରୁଥିବା ଡ. ମୁଦୁଲି ଗବେଷଣାଧର୍ମୀ ପ୍ରବନ୍ଧ ରଚନାରେ ରୁଚି ରଖନ୍ତି । ତାଙ୍କ ରଚିତ କେତେକ ପ୍ରବନ୍ଧ 'ଇସ୍ତାହାର', 'ସୃଜନ ସ୍ୱପ୍ନ', 'ନିର୍ବାଣ' ଭଳି ଓଡ଼ିଶାର ସୁପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶ ପାଇଛି । 'ବୀଣାପାଣି ମହାନ୍ତିଙ୍କ ସୃଷ୍ଟି ଓ ଦୃଷ୍ଟି' ରେବତୀ ମୁଦୁଲିଙ୍କ ପ୍ରଥମ ଗବେଷଣାଧର୍ମୀ ପୁସ୍ତକ । 'ବୀଣାପାଣୀ ମହାନ୍ତିଙ୍କ ନିର୍ବାଚିତ ଗଳ୍ପ' ପୁସ୍ତକଟି ଲେଖିକାଙ୍କର ଦ୍ୱିତୀୟ ସାରସ୍ୱତ ପ୍ରୟାସ । Read More Read Less

2 results found
Filter0Switch to Grid View
List viewGrid view
Sort By:
1.
Binapani Mohantynka Srusti O Drusti
Publisher: Black Eagle Books
No Review Yet
AED91
Binding:
Paperback
Release:
04 Feb 2024
Language:
Oriya
International Edition
Ships within 10-12 Days Explain..
No more records found