Buy books written by Pratibha Ray Available at Bookswagon
close menu
Bookswagon
search
My Account
Pratibha Ray

Pratibha Rayପ୍ରତିଭା ରାୟ ଅଳ୍ପ କିଛିବର୍ଷ ଶିକ୍ଷକତା କରିବା ପରେ ଓଡ଼ିଶାର ସର୍ବପ୍ରାଚୀନ ମହାବିଦ୍ୟାଳୟ ରେଭେନ୍ସା କଲେଜରେ ଅଧ୍ୟାପନା କରିଥିଲେ । ସେ ଶିଶୁ ମନସ୍ତତ୍ତ୍ୱ ଉପରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି ଲାଭ କରିଥିଲେ । ଓଡ଼ିଶା ସରକାରଙ୍କ ଲୋକସେବା ଆୟୋଗରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିିଲେ । ବାଲ୍ୟକାଳରୁ ତାଙ୍କର ଲେଖାଲେଖି ପ୍ରତି ଆଗ୍ରହ ଥିଲା ଏବଂ ଓଡ଼ିଆ ଭାଷା ସାହିତ୍ୟ ଥିଲା ତାଙ୍କର ପ୍ରିୟ ବିଷୟ । ପଞ୍ଚମ ଶ୍ରେଣୀରୁ ସେ କବିତା ଲେଖା ଆରମ୍ଭ କରିଥିଲେ ଏବଂ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର କବିତା ପ୍ରଥମକରି ଏକ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶ ପାଇଥିଲା । ପିଲାମାନଙ୍କ ପାଇଁ ମଧ୍ୟ ସେ ଅନେକ ଗଳ୍ପ ଓ କବିତା ଲେଖିଛନ୍ତି । ସେ କୁହନ୍ତି "ଯେଉଁ ମଣିଷ ଫୁଲ ଏବଂ ଶିଶୁଙ୍କୁ ଭଲ ନପାଏ ତା ଭିତରେ ମଣିଷପଣିଆ କମ୍ ।" ସାହିତ୍ୟ ପାଇଁ ଭାରତର ଶ୍ରେଷ୍ଠ ପୁରସ୍କାର ବିବେଚିତ ହେଉଥିବା 'ଜ୍ଞାନପୀଠ ପୁରସ୍କାର' ସେ ପାଇସାରିଛନ୍ତି ୨୦୧୧ ମସିହାରେ । ଭାରତ ସରକାରଙ୍କ ଦ୍ୱାରା ୨୦୦୭ରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସେ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତା ହୋଇଛନ୍ତି । ସେ ଭାରତର ପ୍ରାୟ ସବୁ ସ୍ଥାନ ଏବଂ ପୃଥିବୀର ୪୦ଟି ଦେଶ ଭ୍ରମଣ କରିଛନ୍ତି । ତାଙ୍କର ଲେଖା ଭାରତର ପ୍ରାୟ ସବୁ ଭାଷାରେ ଓ ଅନ୍ୟାନ୍ୟ ବିଦେଶୀ ଭାଷା ଓ ଇଂରାଜୀରେ ଅନୁଦିତ ହୋଇଛି । ଓଡ଼ିଆ ଭାଷା ହେଉଛି ଏକ ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ଭାଷା । ନିଜ ଭାଷାକୁ ନେଇ ସେ ଗର୍ବ କରନ୍ତି । ସେ କହନ୍ତି "ପୃଥିବୀର ଯେତେ ଭାଷାରେ ପ୍ରବୀଣ ହୁଅନ୍ତୁ ପଛକେ ଯେଉଁମାନେ କୌଣସି କାରଣରୁ ନିଜ ଭାଷାକୁ ଭୁଲିଯାଆନ୍ତି ସେମାନେ ନିଜ ସଂସ୍କୃତିଠାରୁ ବିଚ୍ଛିନ୍ନ ହୋଇଯାଆନ୍ତି । ଭାଷା ହେଉଛି ମଣିଷର ପରିଚିତି ଓ ସଂସ୍କୃତି ହେଉଛି ମଣିଷର ସମୃଦ୍ଧିର ମୂଳଦୁଆ । ଯେଉଁ ଦେଶରେ ରହିବ ସେ ଦେଶର ଭାଷାରେ ପ୍ରବୀଣ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । କିନ୍ତୁ ତା ସହିତ ଓଡ଼ିଶାର ଶିଶୁସାହିତ୍ୟଗୁଡ଼ିକୁ ପଢ଼ି ଓଡ଼ିଆ ଭାଷା ଶିକ୍ଷା କରିପାରିଲେ ସେମାନଙ୍କର ବ୍ୟକ୍ତିତ୍ୱ ସମୃଦ୍ଧ ହେବ ବୋଲି ତାଙ୍କର ଦୃଢ଼ ମତ । Read More Read Less

22 results found
Filter0Switch to Grid View
List viewGrid view
Sort By:
1.
Yajnaseni,the Story of Draupadi
4.0 (7)
AED58
Binding:
Paperback
Release:
01 Nov 2014
Language:
English
Available
Ships within 2-4 Days Explain..
2.
Citadel of Love
5.0 (1)
AED136
Binding:
Paperback
Release:
10 May 2016
Language:
English
International Edition
Ships within 10-12 Days Explain..
3.
Uttarmarga
No Review Yet
AED47
Binding:
Paperback
Release:
10 Jul 2024
Language:
English
Available
Ships within 2-4 Days Explain..
4.
Kaya
No Review Yet
AED108
Binding:
Paperback
Release:
01 Feb 2020
Language:
Marathi
International Edition
Ships within 10-12 Days Explain..
5.
Pujaghar
No Review Yet
AED98
Binding:
Paperback
Release:
01 Aug 2019
Language:
Marathi
International Edition
Ships within 10-12 Days Explain..
6.
Ahalya
No Review Yet
AED90
Binding:
Paperback
Release:
27 Jan 2018
Language:
English
International Edition
Ships within 10-12 Days Explain..
7.
Nirbachita Galpa ନିର୍ବାଚିତ ଗଳ୍ପ
Out of Stock
Notify me when this book is in stockNotify Me
8.
Niruttar
Publisher: Vani Prakashan
No Review Yet
AED12
Binding:
Hardback
Release:
01 Dec 2024
Language:
Hindi
Out of Stock
Notify me when this book is in stockNotify Me
9.
Citadel of Love
No Review Yet
AED0
Binding:
CD-Audio
Release:
01 Jan 2019
Language:
English
Out of Stock
Notify me when this book is in stockNotify Me
10.
Meghamedura
Publisher: Adya Prakashani
No Review Yet
AED10
Binding:
Hardcover
Language:
Urdu
Out of Stock
Notify me when this book is in stockNotify Me
11.
Draupathi
No Review Yet
AED8
Binding:
Paperback
Release:
19 Jul 2016
Language:
Malayalam
Out of Stock
Notify me when this book is in stockNotify Me
12.
Sparsh
Publisher: Prabhat Prakashan
No Review Yet
AED8
Binding:
Book
Release:
22 Oct 2013
Language:
Hindi
Out of Stock
Notify me when this book is in stockNotify Me
13.
Gaon Ki Ore
Publisher: Prabhat Prakashan
No Review Yet
AED8
Binding:
Book
Release:
22 Oct 2014
Language:
Hindi
Out of Stock
Notify me when this book is in stockNotify Me
14.
OF US AND THEM (FIRST)
Publisher: Petals Publishers
No Review Yet
AED48
Binding:
Paperback
Release:
2016
Language:
English
Out of Stock
Notify me when this book is in stockNotify Me
loadingLoading more results
Your IP: 216.73.217.126 IN