Buy books written by Niranjan Swain Available at Bookswagon
Niranjan Swain

Niranjan Swainଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ଅନ୍ତର୍ଗତ ବି. ବ୍ରହ୍ମପୁର ଗ୍ରାମରେ ୧୯୬୯ ମସିହା ମାର୍ଚ୍ଚ ୧୫ ତାରିଖରେ ଜନ୍ମିତ ନିରଂଜନ ସ୍ୱାଇଁ ବୃତ୍ତିରେ ଜଣେ ଅଧ୍ୟାପକ ହୋଇଥିଲେ ମଧ୍ୟ ପ୍ରବୃତ୍ତିରେ ସାହିତ୍ୟ ସାଧକ । ପ୍ରଫେସର୍ ଚିତ୍ତରଂଜନ ଦାସ (ଚିତ୍ତଭାଈ)ଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ସ୍ୱାଇଁଙ୍କ ଜୀବନ ଶୈଳୀ ଖବ୍ ସରଳ ଏବଂ ବାସ୍ତବବାଦୀ । ଚିତ୍ତ ଭାଈଙ୍କ ହାତ ଗଢା ଅନୁଷ୍ଠାନ ସୁହୃଦ୍]ର ଜଣେ ସକ୍ରିୟ ସଦସ୍ୟ ଭାବରେ ଏବଂ ଚିତ୍ତଭାଈଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶ ତାଙ୍କୁ ଏକ ସାଲିସ୍ ବିହୀନ ଜୀବନ ବଂଚିବା ପାଇଁ ପ୍ରେରଣା ଯୋଗାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ସମାପ୍ତି ପରେ ଏମ୍]ଫିଲ୍ ଡିଗ୍ରୀ ହାସଲ କରିଛନ୍ତି ଶ୍ରୀ ସ୍ୱାଇଁ । ଅଧ୍ୟୟନ ସମୟରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସାରସ୍ୱତ ବ୍ୟକ୍ତିତ୍ୱ ତାଙ୍କୁ ସାହିତ୍ୟ ସାଧନା ପ୍ରତି ଆକୃଷ୍ଟ କରିବା ସହିତ ଜୀବନ ଓ ସମାଜ ପ୍ରତି ଦୃଷ୍ଟିକୋଣରେ ବିସ୍ତାର ଆଣି ଦେଇଛି । ଅଧୁନା ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଡାରଉଇନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶ୍ରୀ ସ୍ୱାଇଁ ସେଠାକାର ଆଦିମ ଅଧିବାସୀଙ୍କ ଜୀବନ ଶୈଳୀ, ପରଂପରା ଓ ସଂସ୍କୃତି ଉପରେ ଅନେକ ନିବନ୍ଧ ରଚନା କରିଛନ୍ତି, ଯାହା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ପ୍ରବଂଧ ସାହିତ୍ୟ ବ୍ୟତୀତ କବିତା ଓ ଭାଷଣ କଳାରେ ମଧ୍ୟ ତାଙ୍କର ଆଗ୍ରହ ରହିଛି । ସନାତନ ହିନ୍ଦୁ ଧର୍ମର ମୌଳିକ ଗ୍ରନ୍ଥ ଅଧ୍ୟୟନ ଓ ତା'ର ଦର୍ଶନକୁ ଭଲପାଇଥିବା ଶ୍ରୀ ସ୍ୱାଇଁଙ୍କ କବିତାଗୁଡ଼ିକରେ ମଣିଷର ଉଚ୍ଚାଙ୍ଗ ଅଭୀପ୍ସା ଓ ଊର୍ଦ୍ଧ୍ୱମୁଖୀ ଚେତନାର ସ୍ୱାକ୍ଷର ଦେଖିବାକୁ ମିଳେ । Read More Read Less

8 results found
List viewGrid view
Sort By:
1.
Pharmaceutical Drug Delivery Systems and Vehicles
Available
Ships within 1-2 Days Explain..
2.
Nitya Kurukshetra
Publisher: Black Eagle Books
No Review Yet
AED74
Binding:
Paperback
Release:
24 Feb 2023
Language:
Oriya
International Edition
Ships within 12-14 Days Explain..
3.
Self-Emulsifying Systems for Oral Bioavailability Enhancement of Drugs
Out of Stock
Notify me when this book is in stockNotify Me
4.
Pharmaceutical Drug Delivery Systems and Vehicles
No Review Yet
AED217
Binding:
Digital (delivered electronically)
Release:
03 Feb 2016
Language:
English
Out of Stock
Notify me when this book is in stockNotify Me
5.
Pharmaceutical Drug Delivery Systems and Vehicles
No Review Yet
AED135
Binding:
Digital (delivered electronically)
Release:
31 Jul 2016
Language:
English
Out of Stock
Notify me when this book is in stockNotify Me
6.
Pharmaceutical Drug Delivery Systems and Vehicles
No Review Yet
AED612
Binding:
Digital (delivered electronically)
Release:
24 Oct 2018
Language:
English
Out of Stock
Notify me when this book is in stockNotify Me
7.

8.
Pharmaceutical Drug Delivery Systems and Vehicles
No Review Yet
AED77
Binding:
Digital (delivered electronically)
Release:
24 Oct 2018
Language:
English
Out of Stock
Notify me when this book is in stockNotify Me
No more records found