Buy books written by Nibedita Panda Available at Bookswagon

Refine your Search

Availability

Shipping Time

Source

Binding

Language

Publication Year

Nibedita Panda

Nibedita Pandaଡକ୍ଟର ନିବେଦିତା ପଣ୍ଡା ସାଂପ୍ରତିକ ସମୟର ଜଣେ ଗବେଷିକା, ସମାଲୋଚିକା ଏବଂ ସୁସାହିତ୍ୟିକା । ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ୍].ଫିଲ୍ ଡିଗ୍ରୀ ଓ ୨୦୧୯ ମସିହାରେ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଲାଭକରିଛନ୍ତି । ତାଙ୍କର କେତେକ କବିତା, ଗଳ୍ପ, ଉପନ୍ୟାସ ସମ୍ବନ୍ଧୀୟ ସମାଲୋଚନାତ୍ମକ ପ୍ରବନ୍ଧ ବିଭିନ୍ନ ପୁସ୍ତକ ଓ ପତ୍ର ପତ୍ରିକାରେ ପ୍ରକାଶିତ । ଆକାଶବାଣୀ ସମ୍ବଲପୁରକେନ୍ଦ୍ରରୁ 'ଘରସଂସାର' ଏବଂ 'ଯୁବବାଣୀ' କାର୍ଯ୍ୟକ୍ରମରେ ତାଙ୍କର ବହୁ ଉପାଦେୟ ଆଲୋଚନା ପ୍ରସାରିତ । ନିଜସ୍ୱ ପ୍ରତିଭା ପାଇଁ ଡକ୍ଟର ପଣ୍ଡା 'ବୀରକଳିଙ୍ଗ' ଅନୁଷ୍ଠାନ ତରଫରୁ 'କଳିଙ୍ଗ ଯୁବ ପ୍ରତିଭା' ସମ୍ମାନରେ ସମ୍ବର୍ଦ୍ଧିତା । Read More Read Less

1 results found
List viewGrid view
Sort By:
1.
Odia Baigyanika Upanyasa
Publisher: Black Eagle Books
No Review Yet
AED75
Binding:
Paperback
Release:
20 Nov 2022
Language:
Oriya
International Edition
Ships within 12-14 Days Explain..
No more records found