Buy books written by Laxminarayan Mohanty Available at Bookswagon
close menu
Bookswagon
search
My Account

Refine your Search

Availability

Shipping Time

Source

Binding

Language

Publication Year

Laxminarayan Mohanty

Laxminarayan Mohantyଲକ୍ଷ୍ମୀନାରାୟଣ ମହାନ୍ତି (ଅକ୍ଟୋବର ୧, ୧୯୧୯-ଜାନୁଆରୀ ୨୭, ୨୦୦୫) ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଯଦିଓ ଅନୁବାଦ ସାହିତ୍ୟକୁ ତାଙ୍କର ବିଶେଷ ଅବଦାନ ରହିଛି, ସେ ମଧ୍ୟ ଉପନ୍ୟାସ, ଗଳ୍ପ, ଜୀବନୀ, ଦର୍ଶନ ଇତ୍ୟାଦିରେ ନିଜର ସ୍ୱାକ୍ଷର ଛାଡ଼ିଦେଇ ଯାଇଛନ୍ତି । ତାଙ୍କର ପ୍ରଥମ ଅତିକ୍ଷୁଦ୍ରଗଳ୍ପ 'ଅନୁରକତି' ୧୯୪୪ରେ ସହକାର ପତ୍ରିକାରେ ପ୍ରକାଶିତ ହୋଇ ସମୀକ୍ଷକଙ୍କ ଦୃଷ୍ଟିଗୋଚର ହୋଇଥିଲା । ବାରଖଣ୍ଡ ଗଳ୍ପ ସଂକଳନ, ଆଠଖଣ୍ଡ ଉପନ୍ୟାସ ଏବଂ ପଚାଶରୁ ଊର୍ଦ୍ଧ୍ୱ ଅନୁବାଦ ପୁସ୍ତକର ସ୍ରଷ୍ଟା ଲକ୍ଷ୍ମୀନାରାୟଣ ମହାନ୍ତିଙ୍କୁ 'ଆରଣ୍ୟକ' ଅନୁବାଦ ଉପନ୍ୟାସ ପାଇଁ ୧୯୯୦ରେ ସାହିତ୍ୟ ଅକାଦେମୀର ଅନୁବାଦ ପୁରସ୍କାରରେ ପୁରସ୍କୃତ କରାଯାଇଛି । Read More Read Less

1 results found
Filter0Switch to Grid View
List viewGrid view
Sort By:
1.
Banachari
Publisher: Black Eagle Books
No Review Yet
AED100
Binding:
Paperback
Release:
14 Jan 2025
Language:
Oriya
International Edition
Ships within 10-12 Days Explain..
No more records found