Buy books written by Kailash Bantha Available at Bookswagon
Kailash Bantha

Kailash Banthaଡକ୍ଟର କୈଳାସ ବାଣ୍ଠ ସାଂପ୍ରତିକ ସମୟର ସର୍ଜନା ଓ ଗବେଷଣା -ଉଭୟ କ୍ଷେତ୍ରରେ ଜଣେ ଜଣାଶୁଣା ପ୍ରଭାବଶାଳୀ ସାହିତ୍ୟ ସ୍ରଷ୍ଟା । ଉଚ୍ଚତ୍ତର ଗବେଷଣା କରି "ଓଡିଆ ଉପନ୍ୟାସରେ ସଇତାନ ଚରିତ୍ର" ପାଇଁ ପିଏଚ.ଡି. ଡିଗ୍ରୀ ଓ "ଫକୀରମୋହନଙ୍କ କଥାସାହିତ୍ୟରେ କର୍ମଫଳ" ପାଇଁ ଡି.ଲିଟ. ଭଳି ସର୍ବୋଚ୍ଚ ଡିଗ୍ରୀ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପ୍ରାପ୍ତ ହୋଇଛନ୍ତି । ପରମାନନ୍ଦ ମହାବିଦ୍ୟାଳୟ,ବୋଲଗଡ(ଖୋର୍ଦ୍ଧା) ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,ଓଡ଼ିଶା(କୋରାପୁଟ)ଠାରେ ଓଡ଼ିଆ ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି । ସେ ଏକାଧାରରେ ବାଗ୍ମୀ ବକ୍ତା,ସ୍ଵନାମଧନ୍ୟ ଅଧ୍ୟାପକ,ପ୍ରଗଳଭପ୍ରବଚକ,ନିରଳସକବି,ସାହିତ୍ୟସମାଲୋଚକ,ଆକାଶବାଣୀ,କଟକ(ଯୁବବାଣୀ)ରଆଦୃତଗୀତିକବି,ନାଟ୍ୟକାର,ଅନୁବାଦକ,ସାହିତ୍ୟ ସଂଗଠକ,ସମ୍ପାଦକ ଓ ସଂଗ୍ରାହକ । "ଓଡ଼ିଆ ଲୋକ ନାଟକ ଏକ ଅଧ୍ୟୟନ","ଓଡ଼ିଆ ଶିଶୁ ସାହିତ୍ୟ ଏକ ଆକଳନ","ରତ୍ନାକର ଚଇନିଙ୍କ ଚାରୋଟି ଛୋଟ ନାଟକ","ଅମୂର୍ତ୍ତ ମନର ମୂର୍ତ୍ତଭାସ୍କର ନିମାଇଁ ପଟ୍ଟନାୟକ","ପ୍ରବନ୍ଧ ଆଲୋକ","ଢୁମ୍ପା ସଙ୍ଗୀତ","ରଘୁନାଥ ବିହାର","ଶାଗୁଣା ସହ ସାକ୍ଷାତ","ରାଧାକୃଷ୍ଣ ଚମ୍ପୁ","ଦିଗବିଜୟୀ ରାବଣ","କଥିତ ଓଡ଼ିଆ ଶବ୍ଦକୋଷ","ଡକ୍ଟର ଦେବ" ଇତ୍ୟାଦି ତାଙ୍କର ଏକ ଏକ ସାର୍ଥକ କୃତି । ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ । ତାଙ୍କର ଉଭୟ ଗବେଷଣାତ୍ମକ ଗ୍ରନ୍ଥର ଇଂରେଜୀ ଓ ହିନ୍ଦୀ ଅନୁବାଦ ପ୍ରକାଶ ଅପେକ୍ଷାରେ । Read More Read Less

2 results found
List viewGrid view
Sort By:
1.
Parineeta
Publisher: Black Eagle Books
No Review Yet
AED73
Binding:
Paperback
Release:
07 Feb 2025
Language:
Oriya
International Edition
Ships within 12-14 Days Explain..
2.
Doctor Deb
Publisher: Black Eagle Books
No Review Yet
AED73
Binding:
Paperback
Release:
09 Sep 2024
Language:
Oriya
International Edition
Ships within 12-14 Days Explain..
No more records found