Buy books written by Debasis Mohapatra Available at Bookswagon
close menu
Bookswagon
search
My Account
Debasis Mohapatra

Debasis Mohapatraସମକାଳର ଜଣେ ପ୍ରତିଶ୍ରୁତି ସଂପନ୍ନ ଯୁବ ଅଧ୍ୟାପକ ଓ ସାହିତ୍ୟ ସମୀକ୍ଷକ । ଦକ୍ଷିଣ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଆଲୋଚନା ଏବଂ ପର୍ଯ୍ୟାଲୋଚନାରେ ବିଶେଷ ରୁଚି ରଖୁଥିବା ଦେବାଶିଷ ମହାପାତ୍ରଙ୍କ ସର୍ଜନାର ପରିସର ବ୍ୟାପ୍ତ ନହେଲେ ସୁଦ୍ଧା ସମ୍ଭାବନାର ଅଜସ୍ର ଅନୁରାଗରେ ତାଙ୍କ ସୃଷ୍ଟିଶୀଳ ବ୍ୟକ୍ତତ୍ୱର ଅନୁସନ୍ଧିତ୍ସା ଅନାହତ । ଓଡ଼ିଆ ସମାଲୋଚନା ସାହିତ୍ୟ ଭବିଷ୍ୟତରେ ଏହି ଯୁବ ଉଦ୍ୟମୀଙ୍କ ଅଧ୍ୟବସାୟ ଦ୍ୱାରା ଅନେକ ଫଳଶ୍ରୁତିରେ ପଳାଶମଣ୍ଡିତ ହେବ ବୋଲି ଆମ୍ଭର ଆଶା ଓ ବିଶ୍ୱାସ । ସ୍ମିତହସିତ ଶିଷ୍ଟାଚାର ସଂପନ୍ନ ଦେବାଶିଷଙ୍କ ଆଖିରେ ଆଖିଏ ସ୍ୱପ୍ନ ଏବଂ ପ୍ରତିବଦ୍ଧତାର ପର୍ଯ୍ୟାପ୍ତ ପ୍ରାଚୁର୍ଯ୍ୟରେ ପରିଶୀଳିତ ତାଙ୍କ ପରି ଗ୍ରହଣୀୟ ଆସ୍ପୃହା । ଅଧ୍ୟାପନାର ସ୍ନିଗ୍]ଧ ଗମ୍ଭୀର ଅନୁଭୂତି ସହିତ ଶିକ୍ଷାର୍ଥୀର ସଲ୍ଲଜ ଜିଜ୍ଞାସା ତାଙ୍କୁ ଓଡ଼ିଆ ସମାଲୋଚନାର ବାନପ୍ରସ୍ଥରେ ନାମିତ କରିବ ନିଶ୍ଚୟ । ସେ ଜୟପୁର ସ୍ଥିତ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଓଡ଼ିଆ ସମ୍ମାନରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ୨୦୧୭ ମସିହାରେ ଉତ୍ତୀର୍ଣ୍ଣ ହେବା ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ୨୦୧୯ ମସିହାରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୨୦୨୧ ମସିହାରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ 'ଦକ୍ଷିଣ ଓଡ଼ିଶାର ସଂଗୀତ ନାଟକ ପରମ୍ପରା ଏକ ଅଧ୍ୟୟନ' ଶୀର୍ଷକ ନିବନ୍ଧ ଉପସ୍ଥାପନା କରି ଏମ୍].ଫିଲ୍]. ଡିଗ୍ରୀ ପ୍ରାପ୍ତ । ଓଡ଼ିଶାର ବହୁ ପ୍ରତିଷ୍ଠିତ ଓ ବିଦିତ ପତ୍ରପତ୍ରିକାରେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ, ଆଧୁନିକ ଓଡ଼ିଆ ନାଟକ ଓ ସ୍ୱାଧୀନୋତ୍ତର ଓଡ଼ିଆ କବିତା ସଂପର୍କରେ ତାଙ୍କ ଦ୍ୱାରା ରଚିତ ଅନେକ ପ୍ରବନ୍ଧ ପ୍ରକାଶିତ ହୋଇ ବିଦ୍ୟାଧ୍ୟାୟୀ ବିଦ୍ୱାନ୍ ଆଲୋଚକବର୍ଗଙ୍କ ପ୍ରଶଂସାଭାଜନ ହୋଇପାରିଛି । ପୂର୍ବରୁ ସେ ପାରଳାଖେମୁଣ୍ଡିର ନାଟ୍ୟ ପ୍ରତିଭା ଆପନ୍ନା ପରିଚ୍ଛାଙ୍କ ତିନୋଟି ନାଟକ ସଂଗ୍ରହ ଓ ସଂକଳନ କରି 'ଅମୃତ ଅନୁଭବର ଅବିସ୍ମୃତ ବ୍ୟକ୍ତି ଆପନ୍ନା ପରିଚ୍ଛାଙ୍କ ନାଟ୍ୟକୃତି' ନାମରେ ଏକ ପୁସ୍ତକ ପ୍ରକାଶ କରିଛନ୍ତି । Read More Read Less

16 results found
Filter0Switch to Grid View
List viewGrid view
Sort By:
1.
Intelligent Systems
No Review Yet
AED2,183
Binding:
Paperback
Release:
02 Nov 2025
Language:
English
Available
Ships within 22-24 Days Explain..
Free Shipping in UAE.
2.
Farfetched!
Publisher: Walnut Publication
No Review Yet
AED253
Binding:
Paperback
Release:
25 May 2026
Language:
English
International Edition
Ships within 18-20 Days Explain..
Free Shipping in UAE.
3.
Intelligent Systems
No Review Yet
AED5,261
Binding:
Paperback
Release:
02 Nov 2025
Language:
English
International Edition
Ships within 26-28 Days Explain..
Free Shipping in UAE.
4.
Arbuscular Mycorrhizal Fungi
Available
Ships within 26-28 Days Explain..
Free Shipping in UAE.
5.
Mathematics and Computing
No Review Yet
AED1,356
Binding:
Paperback
Release:
23 Oct 2016
Language:
English
Available
Ships within 22-24 Days Explain..
Free Shipping in UAE.
6.
Mathematics and Computing
No Review Yet
AED1,356
Binding:
Hardback
Release:
08 Jul 2015
Language:
English
Available
Ships within 22-24 Days Explain..
Free Shipping in UAE.
7.
Mathematics and Computing 2013
No Review Yet
AED942
Binding:
Hardback
Release:
19 Aug 2014
Language:
English
Available
Ships within 22-24 Days Explain..
Free Shipping in UAE.
8.
Mathematics and Computing
No Review Yet
AED942
Binding:
Hardback
Release:
29 Sep 2018
Language:
English
Available
Ships within 22-24 Days Explain..
Free Shipping in UAE.
9.
Mathematics and Computing
No Review Yet
AED694
Binding:
Paperback
Release:
23 Dec 2018
Language:
English
Available
Ships within 22-24 Days Explain..
Free Shipping in UAE.
10.
Mathematics and Computing
No Review Yet
AED528
Binding:
Paperback
Release:
16 Apr 2017
Language:
English
Available
Ships within 22-24 Days Explain..
Free Shipping in UAE.
11.
Arbuscular Mycorrhizal Fungi
No Review Yet
AED119
Binding:
Digital (delivered electronically)
Release:
31 Jul 2023
Language:
English
Out of Stock
Notify me when this book is in stockNotify Me
12.
Mathematics and Computing 2013
Publisher: Springer
No Review Yet
AED247
Binding:
Paperback
Release:
31 Aug 2014
Out of Stock
Notify me when this book is in stockNotify Me
13.
Mathematics and Computing 2013
No Review Yet
AED914
Binding:
Paperback
Release:
11 Sep 2016
Language:
English
Out of Stock
Notify me when this book is in stockNotify Me
14.
Arbuscular Mycorrhizal Fungi
No Review Yet
AED319
Binding:
Digital (delivered electronically)
Release:
31 Jul 2023
Language:
English
Out of Stock
Notify me when this book is in stockNotify Me
No more records found
Your IP: 216.73.216.195 IN