Buy books written by Biswanath Sahu Available at Bookswagon
close menu
Bookswagon
search
My Account
Biswanath Sahu

Biswanath Sahuଅଧ୍ୟାପକ ବିଶ୍ୱନାଥ ସାହୁ ନବ ପ୍ରଜନ୍ମର ଜଣେ ପ୍ରତିଭାବାନ ଗବେଷକ । ଗଳ୍ପ ଓ ସମାଲୋଚନା ଲେଖା ସହିତ ଦୁଷ୍ପ୍ରାପ୍ୟ ପୁସ୍ତକଗୁଡ଼ିକୁ ଉଦ୍ଧାର କରି ତା'ର ସମୀକ୍ଷା ଓ ସମ୍ପାଦନା କରିବାରେ ତାଙ୍କର ବିଶେଷ ଆଗ୍ରହ ରହିଛି । ଏଯାବତ୍ 'ଶବ୍]ଦ ବଗିଚା' (ମନୋଜ କୁମାର ପଣ୍ଡାଙ୍କ ଗଳ୍ପ ଏକ ଶୈଳୀତାତ୍ତ୍ୱିକ ଅନୁଶୀଳନ), 'କଥା କଦମ୍ବ'(ସମ୍ପାଦନା), 'ମନୋଜ କୁମାର ପଣ୍ଡାଙ୍କ ଗଳ୍ପ ସମଗ୍ର'(ସମ୍ପାଦନା) ଆଦି ତାଙ୍କର ତିନି ଖଣ୍ଡ ପୁସ୍ତକ ପ୍ରକାଶିତ । ଜଣେ ଯୁବ ଗାଳ୍ପିକ ଭାବରେ 'କଥା ନବପ୍ରତିଭା ପୁରସ୍କାର', 'କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର', 'ପଲ୍ଲବନ ଶବ୍ଦ ସମ୍ମାନ' ଆଦି ସେ ଲାଭ କରି ସାରିଛନ୍ତି । ବର୍ତ୍ତମାନ ସେ ବରପାଲି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ । Read More Read Less

3 results found
Filter0Switch to Grid View
List viewGrid view
Sort By:
1.
Amruta Kankana
Publisher: Black Eagle Books
No Review Yet
AED96
Binding:
Paperback
Release:
18 Sep 2023
Language:
Oriya
International Edition
Ships within 10-12 Days Explain..
2.
Manoj Kumar Panda Galpa Samagra
Publisher: Black Eagle Books
No Review Yet
AED122
Binding:
Paperback
Release:
07 Sep 2022
Language:
Oriya
International Edition
Ships within 10-12 Days Explain..
3.
Katha Kadamba
Publisher: Black Eagle Books
No Review Yet
AED81
Binding:
Paperback
Release:
16 Oct 2021
Language:
Oriya
International Edition
Ships within 10-12 Days Explain..
No more records found
Your IP: 216.73.217.71 IN