Biswanath Sahooଡକ୍ଟର ବିଶ୍ୱନାଥ ସାହୁ ନବ ପ୍ରଜନ୍ମର ଜଣେ ପ୍ରତିଭାବାନ ଗବେଷକ। ଗଳ୍ପ ଓ ସମାଲୋଚନା ଲେଖା ସହିତ ଦୁଷ୍ପ୍ରାପ୍ୟ ପୁସ୍ତକଗୁଡ଼ିକୁ ଉଦ୍ଧାର କରି ତା'ର ସମୀକ୍ଷା ଓ ସମ୍ପାଦନା କରିବାରେ ତାଙ୍କର ବିଶେଷ ଆଗ୍ରହ ରହିଛି। ଏଯାବତ୍ 'ଶବ୍]ଦ ବଗିଚା' (ମନୋଜ କୁମାର ପଣ୍ଡାଙ୍କ ଗଳ୍ପ ଏକ ଶୈଳୀତାତ୍ତ୍ୱିକ ଅନୁଶୀଳନ), 'କା କଦମ୍ବ'(ସମ୍ପାଦନା), 'ମନୋଜ କୁମାର ପଣ୍ଡାଙ୍କ ଗଳ୍ପ ସମଗ୍ର'(ସମ୍ପାଦନା), 'ଅମୃତ କଙ୍କଣ'(ସମ୍ପାଦନା), 'ଦୟାନିଧି ଗ୍ରନ୍ଥାବଳୀ' (ସମ୍ପାଦନା), 'ମୂର୍ତ୍ତି ପ୍ରବେଶ' (ଗଳ୍ପ ସଂକଳନ) ଆଦି ତାଙ୍କର ଛଅ ଖଣ୍ଡ ପୁସ୍ତକ ପ୍ରକାଶିତ। ଜଣେ ଯୁବ ଗାଳ୍ପିକ ଭାବରେ 'ପଦ୍ମଜ ପ୍ରତୀକ ସମ୍ମାନ', 'କଥା ନବପ୍ରତିଭା ପୁରସ୍କାର', 'କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର', 'ପଲ୍ଲବନ ଶବ୍ଦ ସମ୍ମାନ' ଆଦି ସେ ଲାଭ କରି ସାରିଛନ୍ତି। ବର୍ତ୍ତମାନ ସେ ବରପାଲି ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ। Read More Read Less
An OTP has been sent to your Registered Email Id:
Resend Verification Code