Buy books written by Biranchi Kumar Sahoo Available at Bookswagon
close menu
Bookswagon
search
My Account

Refine your Search

Availability

Shipping Time

Source

Binding

Language

Publication Year

Biranchi Kumar Sahoo

Biranchi Kumar Sahooଡକ୍ଟର ବିରଂଚି କୁମାର ସାହୁ (୧୯୭୦), ଜଣେ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ସାମ୍ପ୍ରତିକ ସମୟରେ ବେଶ୍ ଚର୍ଚ୍ଚିତ । ସମାଲୋଚନା ସାହିତ୍ୟ କ୍ଷେତ୍ରରେ ତୀକ୍ଷ୍]ଣ ଅନ୍ତର୍ଦୃଷ୍ଟି, ଗଭୀର ଅବଲୋକନ ତଥା ତତ୍ତ୍ୱନିଷ୍ଠ ଆଲୋଚନା ତାଙ୍କ ଦୃଷ୍ଟିଭଙ୍ଗୀର ସ୍ୱତନ୍ତ୍ରତା ପ୍ରତିପାଦନ କରେ । ଭିନ୍ନ ଦୃଷ୍ଟି, ଉପେନ୍ଦ୍ର ନାୟକଙ୍କ କବିତାର ଚିତ୍ରିତ ଚୌହଦୀ, ରଞ୍ଜିତା ନାୟକ କାବ୍ୟବୀକ୍ଷା ଓ ସୃଜନ ସମୀକ୍ଷା, ପ୍ରଜ୍ଞାର ପ୍ରତ୍ୟୟ ଓ ଚେତନାର ଚିତ୍ରବନ, ଶିଶିର ଶୀର୍ଷର ସୂର୍ଯ୍ୟ, ନାଟ୍ୟବୀକ୍ଷା ଓ ନାଟ୍ୟ ସମୀକ୍ଷା ପ୍ରଭୃତି ଗ୍ରନ୍ଥ ତାଙ୍କ ବଳିଷ୍ଠ ସମାଲୋଚନା ସର୍ଜନାର ସ୍ୱର ଓ ସ୍ୱାକ୍ଷର । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର, ମନୀଷୀ ମନୋଜ, ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ତାଙ୍କ ସମ୍ପାଦନା କଳାର ଫଳଶ୍ରୁତି । Read More Read Less

1 results found
Filter0Switch to Grid View
List viewGrid view
Sort By:
1.
Labanyabati
Publisher: Black Eagle Books
No Review Yet
AED111
Binding:
Paperback
Release:
19 Sep 2023
Language:
Oriya
International Edition
Ships within 10-12 Days Explain..
No more records found
Your IP: 216.73.216.147 IN