Buy books written by Bibhudutta Mishra Available at Bookswagon
Bibhudutta Mishra

Bibhudutta Mishraବିଭୁଦତ୍ତ ମିଶ୍ର (୨୯ ନଭେମ୍ବର ୧୯୩୬-୨୩ ଫେବୃଆରୀ ୨୦୦୩) ଅଭିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍]ଡ଼ିଭିଜନ୍]ରେ ଜନ୍ମ ଗ୍ରହଣ କରିଥିଲେ । ପିତା ବାଞ୍ଛାନିଧି ମିଶ୍ରଙ୍କ ପ୍ରେରଣା ତାଙ୍କ ପାଇଁ କବି ହେବାର ନୂତନ ଦିଗନ୍ତ ସୃଷ୍ଟି କରିଥିଲା । ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍]ଫିଲ୍ ଡିଗ୍ରୀ ଲାଭ କରିବାରେ ସେପ୍ରଥମ ବ୍ୟକ୍ତି । ୧୯୬୬ ରେଭେନ୍ସା କଲେଜ, ସାମନ୍ତ ଚନ୍ଦ୍ରଶେଖର କଲେଜ, ପୁରୀ ଖଲିକୋଟ କଲେଜ, ବ୍ରହ୍ମଗିରି ପ୍ରଭୃତିରେ ଦୀର୍ଘ ୩୭ ବର୍ଷର ଅଧ୍ୟାପନା ପରେ ଅବସର ଗ୍ରହଣ କରିଥିଲେ । ତାଙ୍କ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା, କବିତା- 'ଉର୍ବଶୀର ଚିଠି' (୧୯୬୧), 'ହେ ସାରଥି, ରଥରଖ' (୧୯୬୩), 'ଶହେଟି ସନେଟ୍]' (୧୯୬୫), 'ବିସ୍ମୃତିର ସ୍ମୃତି'(୧୯୮୧), 'ସୁପର୍ଣ୍ଣର ସଂଗୀତ' (୧୯୯୦), 'କବିତା ବିଭୁଦତ୍ତ' (୨୦୦୦); ସାହିତ୍ୟ ସମାଲୋଚନା- 'ସବୁଜ ଯୁଗ ଓ କାବ୍ୟ ସଂଚୟନ' (୧୯୬୪), 'ଚନ୍ଦ୍ରଭାଗା ଓ ରାଧାନାଥ' (୧୯୬୨), 'କବିତା କଲ୍ଲୋଳ ପର୍ଯ୍ୟାଲୋଚନା' (୧୯୬୫), 'ଗାଥାକବି ଗୋଦାବରିଶ' (୧୯୬୫), 'ନିବଦ୍ଧ ବିଭୁଦତ୍ତ' (୨୦୦୧); ସଂକଳନ- 'କବିତା କାଲି ଓ ଆଜିର', 'ମାନସ ଗଙ୍ଗା', 'ଏକାଙ୍କିକା', 'ମାଧୁରୀ', 'ପ୍ରବନ୍ଧାୟନ ଗଳ୍ପ ମାନସ'; ଉପନ୍ୟାସ- 'ସାଗରୀକାର ସ୍ୱପ୍ନ ଭଙ୍ଗ' (୧୯୬୩); ଆତ୍ମଜୀବନୀ- 'ମୁଁ ବିଭୁଦତ୍ତ କହୁଛି' । Read More Read Less

2 results found
List viewGrid view
Sort By:
1.
Shaheti Sonnet
Publisher: Black Eagle Books
No Review Yet
AED73
Binding:
Paperback
Release:
05 May 2024
Language:
Oriya
International Edition
Ships within 12-14 Days Explain..
2.
Urbashira Chithi
Publisher: Black Eagle Books
No Review Yet
AED66
Binding:
Paperback
Release:
29 Jun 2019
Language:
Oriya
International Edition
Ships within 12-14 Days Explain..
No more records found