Buy books written by Ashamanjari Devi Available at Bookswagon
close menu
Bookswagon
search
My Account
Ashamanjari Devi

Ashamanjari Deviଆଶାମଞ୍ଜରୀ ମହାନ୍ତି(୧୯୨୫-୨୦୧୫)ଙ୍କ ଜନ୍ମ କଟକରେ ହୋଇଥିଲା। ତାଙ୍କର ବାଲ୍ୟକାଳ ଢେଙ୍କାନାଳରେ କଟିଥିଲା। ପିତା କୁଳମଣି ମହାନ୍ତିଙ୍କ ସଂସ୍କାରରେ ପରିପାଳିତ ହୋଇ ସିଏ ଆଧ୍ୟାତ୍ମବାଦୀ ହୋଇଥିଲେ। ୧୯୪୪ ମସିହାରେ ତାଙ୍କର ବିବାହ ସ୍ୱନାମଧନ୍ୟ କବି ଗୁରୁପ୍ରସାଦ ମହାନ୍ତିଙ୍କ ସହ ହୋଇଥିଲା। ତାଙ୍କ ଶ୍ୱଶୁରଙ୍ ପ୍ରେରଣାରେ 'କୁମାର ସମ୍ଭବ' କାବ୍ୟର ଓଡ଼ିଆ ପଦ୍ୟାନୁବାଦ କରିଥିଲେ। 'ଜାୟସୀ'ଙ୍କ ରଚିତ 'ପଦ୍ମାବତ୍]' ବୃହତ କାବ୍ୟର ଓଡ଼ିଆ ଅନୁବାଦ କରିଥିଲେ, ଯାହା ୨୦୧୪ରେ ପ୍ରକାଶିତ ହେବାର ପରବର୍ଷ୨୦୧୫ରେ ତାଙ୍କର ପରଲୋକ ଘଟିଥିଲା। ତାଙ୍କର ଅନ୍ୟାନ୍ୟ ଅନୁବାଦ ମଧ୍ୟରେ ତାଙ୍କର ଦୀକ୍ଷାଗୁରୁ ଶ୍ରୀମତ୍ ବିଶ୍ୱପ୍ରଣବ ସ୍ୱାମୀ ଅତ୍ୟାଶ୍ରମୀଙ୍କର କେତେକ ରଚନା ଉଲ୍ଲେଖଯୋଗ୍ୟ। (୧) ଅଦୃଷ୍ଟ ସିଦ୍ଧି, (୨) I the order, (୩) ଶ୍ରୀଗୋପୀ-ଗୋବିନ୍ଦ-ଗୀତମ୍], (୪) ଆଶ୍ଚର୍ଯ୍ୟ ନୀଳମଣି (ଅପ୍ରକାଶିତ)। Read More Read Less

2 results found
Filter0Switch to Grid View
List viewGrid view
Sort By:
1.
Kumara Sambhaba
Publisher: Black Eagle Books
No Review Yet
AED92
Binding:
Paperback
Release:
11 Mar 2025
Language:
Oriya
International Edition
Ships within 10-12 Days Explain..
2.
Padmabat
Publisher: Black Eagle Books
No Review Yet
AED155
Release:
17 Nov 2025
International Edition
Ships within 10-12 Days Explain..
No more records found