Buy books written by Anil Kumar Nanda Available at Bookswagon
close menu
Bookswagon
search
My Account

Refine your Search

Availability

Shipping Time

Source

Binding

Language

Publication Year

Anil Kumar Nanda

Anil Kumar Nandaଡକ୍ଟର ଅନିଲ୍ କୁମାର ନନ୍ଦ ଆଧୁନିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏକ ନମ୍ର ଉଚ୍ଚାରଣ । ଅନୁସନ୍ଧିତ୍ସା ହିଁ ତାଙ୍କ ସ୍ରଷ୍ଟା ଜୀବନର ବ୍ରତ । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ନଦୀ ପରିବେଷ୍ଟିତ କଳମଡା ଶାସନ ଗ୍ରାମରେ ୧୯୭୫ ମସିହାରେ ତାଙ୍କର ଜନ୍ମ । ଅସୀମ ଜିଜ୍ଞାସା, ଗଭୀର ଉପଲବ୍ଧି ଏବଂ ନୂତନ ଦୃଷ୍ଟିଭଙ୍ଗୀର ଆରୋପ ହିଁ ତାଙ୍କ ସୃଷ୍ଟିର ସ୍ୱାତନ୍ତ୍ର]୍ୟ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ସ୍ୱନାମଧନ୍ୟ । ଡକ୍ଟର ଅନିଲ୍ କୁମାର ନନ୍ଦଙ୍କ ସୁଚିନ୍ତିତ ଓ ଗବେଷଣାଧର୍ମୀ ଚିନ୍ତାଧାରା ପ୍ରସୂତ ଗ୍ରନ୍ଥ ହେଉଛି 'ସଂସ୍କାରଧର୍ମୀ ଓଡ଼ିଆ ନାଟକ' । Read More Read Less

1 results found
Filter0Switch to Grid View
List viewGrid view
Sort By:
1.
Sanskaradharmi Odia Nataka
Publisher: Black Eagle Books
No Review Yet
AED118
Binding:
Paperback
Release:
18 Jul 2023
Language:
Oriya
International Edition
Ships within 10-12 Days Explain..
No more records found
Your IP: 216.73.216.196 IN