Manoranjan Pattanayakମନୋରଂଜନ ପଟ୍ଟନାୟକ ୫୩ବର୍ଷ ହେଲା ମୁମ୍ବଇରେ ରହୁଛନ୍ତି । ତାଙ୍କର ୧୫ଟି ଅନୂଦିତ କବିତା ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳି' (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ ରୁବାଇୟାତ', 'ପାବ୍ଲୋ ନେରୁଦା-ଶହେଟି ପ୍ରେମର ସନେଟଓ ୨୦ଟି କବିତା ପ୍ରେମର ଏବଂ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍ ଭଗବଦ୍ ଗୀତା', 'ହଂସଦୂତ', 'ଦ୍ରଷ୍ଟା', 'ମୃତ୍ୟୁବୋଧ ଜୀବନବୋଧ', 'ଅକାଳରେ ସାରସ', 'ୟୁନାଇଟେଡ୍ କିଂଗଡମ୍ର କବିମାନଙ୍କ କବିତା', 'ପାବ୍ଲୋ ନେରୁଦା- ଅଧିନାୟକଙ୍କ କବିତାବଳୀ ଓ ପ୍ରଶ୍ନପୋଥି', 'ଗୀତାଞ୍ଜଳି' । 'ଲୋକମାନେ ଭୁଲିଗଲେଣି' ଶ୍ରୀ ପଟ୍ଟନାୟକଙ୍କର ଷୋଡ଼ଶ ଅନୂଦିତ ପୁସ୍ତକ । ପାଠକ-ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦ Read More Read Less
An OTP has been sent to your Registered Email Id:
Resend Verification Code