Books written by Ramesh Prasad Mohanty Bookswagon UAE
Ramesh Prasad Mohanty

Ramesh Prasad Mohantyସାମ୍ପ୍ରତିକ ସାରସ୍ୱତ ଅନୁଷ୍ଠାନ ମାନଙ୍କରେ ଡ. ରମେଶ ପ୍ରସାଦ ମହାନ୍ତି ଏକ ସଶ୍ରଦ୍ଧ ନାମ । ସେ ଲେଖନ୍ତି କବିତା ସାମାଜିକ ସମସ୍ୟା ଉପରେ, ଲେଖନ୍ତି ବି କବିତା ଜୀବନ ଆଉ ଯନ୍ତ୍ରଣା ଉପରେ । ପରିବର୍ତ୍ତନଶୀଳ ସମୟର ଚାପାରେ ଦଳିଚକଟି ହୋଇ ସତ୍ତା ହରାଉଥିବା ଜୀବନଶୈଳୀ ଉପରେ ବି ସେ କଲମ ଚାଳନା କରନ୍ତି । ତାଙ୍କ କଲମରୁ ଅଙ୍କୁରି ପଡୁଥିବା ପ୍ରତ୍ୟେକଟି କବିତାରେ ଫୁଟି ଉଠୁଥାଏ ଘନଘୋର ଅନ୍ଧାର ଭିତରୁ ଗୋଟାଏ ଖଦ୍ୟୋତର ଚକ୍]ଚକ୍ ଆଲୋକ ଏବଂ ସେ ଆଲୋକରେ ସେ ବାଟ ଦେଖାଇବାକୁ ଚେଷ୍ଟା କରନ୍ତି ତୁମକୁ, ଆମକୁ, ସମାଜକୁ, ସଭ୍ୟତାକୁ ଆଉ ତାଙ୍କର ପଠନଶୈଳୀ ତାଙ୍କର ପ୍ରତିଟି ସୃଷ୍ଟିକୁ ଋଦ୍ଧିମନ୍ତ କରିଥାଏ । ଜଣେ ନୃତତ୍ତ୍ୱ ଗବେଷକ ହିସାବରେ ତାଙ୍କର ପନ୍ଦରଖଣ୍ଡ ପୁସ୍ତକ, ଏକଶହରୁ ଉର୍ଦ୍ଧ୍ୱ କ୍ଷୁଦ୍ର ନିବନ୍ଧ ଏବଂ ତିରିଶି ଖଣ୍ଡ ପ୍ରକଳ୍ପ ସନ୍ଦର୍ଭ ପ୍ରକାଶିତ । ଉଭୟ ଗବେଷକ ଏବଂ କବି ହିବାବରେ ସେ ଅନେକଗୁଡିଏ ଅନୁଷ୍ଠାନରୁ ପୁରସ୍କାର ପ୍ରାପ୍ତ । ଏହି ସଂକଳନଟି ତାଙ୍କର ପ୍ରଥମ କବିତା ଗ୍ରନ୍ଥ ଏବଂ ଏଥିରେ ସେ ତାଙ୍କ ଗବେଷଣା ଲବ୍]ଧ ଜ୍ଞାନକୁ ଆଧାର କରି ଅନେକ ଗୁଡିଏ କବିତା ମାନଙ୍କୁ ସମ୍ମିଳିତ କରିଛନ୍ତି । ଆଶା ଏହା ନିଶ୍ଚୟ ପାଠକୀୟ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ସମାଜକୁ ସୁଧାରିବାରେ ସହାୟକ ହେବ । Read More Read Less

2 results found
List viewGrid view
Sort By:
1.
Bilambita Antardaha
Publisher: Black Eagle Books
No Review Yet
AED73
Binding:
Paperback
Release:
29 Jul 2024
Language:
Oriya
International Edition
Ships within 12-14 Days Explain..
2.
Bhoka
Publisher: Black Eagle Books
No Review Yet
AED74
Binding:
Paperback
Release:
23 Nov 2022
Language:
Oriya
International Edition
Ships within 12-14 Days Explain..
No more records found